Jump to content

ଲୋଭଜନକ

ଉଇକିଅଭିଧାନ‌ରୁ

ଲୋଭଜନକ

ଉଚ୍ଚାରଣ

[ସମ୍ପାଦନା]
(ଲୋଭଜନିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଯାହା ମନରେ ଲୋଭଜାତ କରାଏ; ଲୋଭୋଦ୍ଦୀପକ —୧. Exciting cupidity; exciting avarice.
୨. ପ୍ରଲୋଭନକର —୨. Tempting; alluring.