Jump to content

ଲୋଭନ

ଉଇକିଅଭିଧାନ‌ରୁ

ଲୋଭନ

ଉଚ୍ଚାରଣ

[ସମ୍ପାଦନା]
(ଲୋଭନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ଲୁଭ୍ ଧାତୁ+ଣିଚ=ଲୋଭ ଧାତୁ+ଭାବ. ଅନ)

[ସମ୍ପାଦନା]
୧. କୌଣସି ଦ୍ରବ୍ୟ ପ୍ରତି ଅନ୍ୟର ମନରେ ଲୋଭ ଜନ୍ମାଇବା; ପ୍ରଲୋଭନ —୧. Tempting; temptation; allurement.
୨. (+ କର୍ତ୍ତୃ. ଅନ) ସ୍ୱର୍ଣ୍ଣ — ୨. Gold. (Apte).

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (+ କର୍ତ୍ତୃ. ଅନ)

[ସମ୍ପାଦନା]

ପ୍ରଲୋଭନକାରୀ —Alluring; tempting. (Apte)