Jump to content

ଲୋଭନୀୟ

ଉଇକିଅଭିଧାନ‌ରୁ

ଲୋଭନୀୟ

ଉଚ୍ଚାରଣ

[ସମ୍ପାଦନା]
(ଲୋଭନୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଲୁଭ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ସ୍ପୃହଣୀୟ — ୧. Desirable.
୨. ମନରେ ଲୋଭର ଉତ୍ପାଦକ; ଯାହା ଦେଖିଲେ ମନରେ ଲୋଭର ଉପୁଜେ —୨. Tempting; exciting; longing in the mind.
୩. ଅତି ସୁନ୍ଦର; ମନୋହର — ୩. Charming.