ଲୋଭରହିତ
ଲୋଭବର୍ଜ୍ଜିତ, ଲୋଭହୀନ, ଲୋଭଶୂନ୍ୟ ଅନ୍ୟରୂପ
(ଲୋଭରହିତା—ସ୍ତ୍ରୀ)
(ଲୋଭ ରାହିତ୍ୟ—ବି)
ଯାହା ମନରେ ଲୋଭ ନ ଥାଏ; ଆକାଙ୍କ୍ଷା ରହିତ —Free from covetousness or avarice.
[ଦ୍ରଷ୍ଟବ୍ୟ —ଏହିପରି ଲୋଭଯୁକ୍ତ; ଲୋଭବିହୀନ; ଲୋଭମୁକ୍ତ; ଲୋଭବିରହିତ ଆଦି ଶବ୍ଦ ହୁଏ]