Jump to content

ଲୋଭରୁ ପାପ ପାପରୁ ମୃତ୍ୟୁ

ଉଇକିଅଭିଧାନ‌ରୁ

ଲୋଭରୁ ପାପ ପାପରୁ ମୃତ୍ୟୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ପ୍ରବଚନ (ସଂସ୍କୃତ - ଲୋଦ୍ଭାତ୍ ପାପଃ ପାପାତ୍ ମୃତ୍ୟୁ)

[ସମ୍ପାଦନା]

ମନୁଷ୍ୟର ମନରେ ଲୋଭ ଜନ୍ମିଲେ ମନୁଷ୍ୟ ବସ୍ତୁ ପାଇବା ପାଇଁ ପାପ କର୍ମ କରେ ଓ ପାପକର୍ମର ପରିମାଣ ମୃତ୍ୟୁ ଅଟେ —(a proverb) Avarice begets sin and sin leads to death.