Jump to content

ଲୋଭା

ଉଇକିଅଭିଧାନ‌ରୁ

ଲୋଭା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
[ଲୋଭେଇ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଲୋଭିତ)

[ସମ୍ପାଦନା]
୧. ଲୋଭଗ୍ରସ୍ତ; ଲୋଭୀ — ୧. Covetous; avaricious.
୨. ଆନନ୍ଦିତ ଲୋଭିତ; ଲୁବ୍ଧ; ମୁଗ୍ଧ —୨. Coveting; charmed.
୩. ପେଟୁ — ୩. Greedy.
୪. ପ୍ରଲୋଭିତ — ୪. Tempted; allured.

[ଉ—ସେ ସଭାକୁ ସୁଧର୍ମା ସଭା ବ୍ରହ୍ମା ସଭା ସରି ନୋହେ ଦେବେ ଦେଖିଲେ ହେବେ ଲୋଭା—କୃଷ୍ଣସିଂହ ମହାଭାରତ ସଭା]