ଲୋଭିତ
ଦେଖଣା
ଲୋଭିତ
ଉଚ୍ଚାରଣ
[ସମ୍ପାଦନା](ଲୋଭିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଲୋଭି ଧାତୁ+କର୍ମ. ତ)
[ସମ୍ପାଦନା]- ୧. ପ୍ରଲୋଭିତ; ଲୁବ୍ଧା; ଯାହା ମନରେ ପ୍ରବଳ ଆକାଙ୍କ୍ଷା ଜନ୍ମିଅଛି — ୧. Tempted; allured.
- ୨. ଲଭିବାକୁ ଇଚ୍ଛୁକ; ଲାଳାୟିତ —୨. Desirous; hankering after a thing.
- ୩. ମୁଗ୍ଧ —୩. Charmed.
[ଉ—ସରସୀ ଶୋଭିତ ଅନାଇଁ ମନ ଲୋଭିତ ତଟ ଘଟନା ବିଦ୍ରୂମରେ ପକ୍ଷୀପନ୍ତି ବିମ୍ୱିତ—ଭଞ୍ଜ ଲାବଣ୍ୟବତୀ]