ଲୋଭିତା
ଲୋଭିତ ୨/୩: (ଦେଖ) - — Lobhita ୨, ୩
[ଉ—ହା ହା ଶୋଭିତା! ଦେଖି କେ ନୋହିବ ଲୋଭିତା—ଭଞ୍ଜ ପ୍ରେମ ସୁଧାନିଧି]
ଲୋଭିତର ସ୍ତ୍ରୀଲିଙ୍ଗ —Feminine of Lobhita.