ଲୋଭିବା
ଦେଖଣା
ଲୋଭିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୋଭିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଲୁଭ ଧାତୁ)
[ସମ୍ପାଦନା]- ୧. ଲୁବ୍ଧ ହେବା; ଲୋଭା— ନ୍ୱିତ ହେବା —୧. To be tempted for (something).
- ୨. ପାଇବାକୁ ଅଭିଳାଷ କରିବା —୨. To long for; to hanker after; to ddesire to get.
(ଉ—କୁନ୍ତୀ ନାମରେ ମୋହର ଅଛି ଝିଅଟିଏ ସୁନ୍ଦରପଣେ ତାକୁ ଲୋଭନ୍ତି ସଭିଁଏ—କୃଷ୍ଣସିଂହ. ମହାଭାରତ. ବନ)