Jump to content

ଲୋଭେଇବା

ଉଇକିଅଭିଧାନ‌ରୁ

ଲୋଭେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲୋଭ ଶବ୍ଦରୁ ନାମ ଧାତୁ ଲୋଭମୟ ଧାତୁ)

[ସମ୍ପାଦନା]
୧. ଅନ୍ୟ ବ୍ୟକ୍ତିକୁ କୌଣସି ବ୍ୟକ୍ତି ପ୍ରତି ପ୍ରଲୋଭିତ କରିବା —୧. To tempt or allure a person towards a thing.

[ଉ—ଇନ୍ଦ୍ରଙ୍କର ମନ ଯେ ଲୋଭାଇବା ପାଇଁ— କୃଷ୍ଣସିଂହ. ମହାଭାରତ. ବନ]

୨. କୌଣସି ବସ୍ତୁ ବା ବ୍ୟକ୍ତି ପ୍ରତି (ଆପଣାର ମନ) ଲୁବ୍ଧ ହେବା — ୨. To covet for a thing; to run after a thing or object.
୩. ପ୍ରଲୋଭିତ ହେବା — ୩. To be tempted or allured.