Jump to content

ଲୋଭ୍ୟମାନ

ଉଇକିଅଭିଧାନ‌ରୁ

ଲୋଭ୍ୟମାନ

ଉଚ୍ଚାରଣ

[ସମ୍ପାଦନା]
(ଲୋଭ୍ୟାମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲୁଭ୍ ଧାତୁ+କର୍ମ. ଅନ)

[ସମ୍ପାଦନା]
୧. ଆକୃଷ୍ୟମାଣ —୧. Attracted.
୨. କୌଣସିବସ୍ତୁ ପ୍ରତି ଆସକ୍ତ —୨. Having an attachment or hankering for a thing.
୩. କୌଣସି ବସ୍ତୁ ପ୍ରତି ଲାଳାୟିତ —୩. Coveting; hankering after; longing for.