Jump to content

ଲୋଭ କରିବା

ଉଇକିଅଭିଧାନ‌ରୁ

ଲୋଭ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ଦ୍ରବ୍ୟ ପାଇବାକୁ ବା ନ ଛାଡ଼ିବାକୁ ମନରେ ପ୍ରବଳ ବାସନା କରିବା — ୧. To have an inordinate hankering after; to covet; to long for.
୨. କୌଣସି ବସ୍ତୁପ୍ରତି ବିଶେଷ ଆସକ୍ତ ହେବା —୨. To have a strong attachment to or for anything.