ଲୋଭ ଜନ୍ମାଇବା
ଦେଖଣା
ଲୋଭ ଜନ୍ମାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୋଭ ଜନ୍ମାଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଲୋଭ+ଜନ୍ମ)
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତି ମନରେ ଲୋଭ ବା ପ୍ରାପ୍ତି ଆଶାକୁ ଉତ୍ତେଜିତ କରିବା —୧. To excite lust or avarice in another person.
(ଯଥା—ଏ ସୁନ୍ଦର ବସ୍ତୁଟି ମୋ ମନରେ ଲୋଭ ଜନ୍ମାଇଲାଣି)
- ୨. ଅନ୍ୟ ବ୍ୟକ୍ତିକୁ ପ୍ରଲୋଭିତ କରାଇବା — ୨. To excite a person's lust; to tempt or seduce a person.