Jump to content

ଲୋଭ ଜନ୍ମେଇବା

ଉଇକିଅଭିଧାନ‌ରୁ

ଲୋଭ ଜନ୍ମେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲୋଭ+ଜନ୍ମ)

[ସମ୍ପାଦନା]
୧. ଅନ୍ୟ ବ୍ୟକ୍ତି ମନରେ ଲୋଭ ବା ପ୍ରାପ୍ତି ଆଶାକୁ ଉତ୍ତେଜିତ କରିବା —୧. To excite lust or avarice in another person.


(ଯଥା—ଏ ସୁନ୍ଦର ବସ୍ତୁଟି ମୋ ମନରେ ଲୋଭ ଜନ୍ମାଇଲାଣି)

୨. ଅନ୍ୟ ବ୍ୟକ୍ତିକୁ ପ୍ରଲୋଭିତ କରାଇବା — ୨. To excite a person's lust; to tempt or seduce a person.