ଲୋମଶା
ଦେଖଣା
ଲୋମଶା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]- ୧. କାକଜଙ୍ଘା —୧. Leea Hirta (a herb)
- ୨. ବଚା; ବଚ — ୨. The sweet flag.
- ୩. ଶୁକଶିମ୍ୱୀ; ବାଇଢଙ୍କ — ୩. Cowhage.
- ୪. ବୈଦିକଯୁଗର ମନ୍ତ୍ରରଚୟିତ୍ରୀ— ବିଦୁଷୀ ସ୍ତ୍ରୀ —୪. Name of a very learned woman of the vedic age.
- ୫. ଅତିବଳା— (ହିନ୍ଦୀ - ଶ.) —୫. Indian mallow.
ସଂସ୍କୃତ - ବିଶେଷଣ - (ସ୍ତ୍ରୀ)
[ସମ୍ପାଦନା]ଅତିଶୟ ରୋମଯୁକ୍ତ —Profusely hairy (woman).