Jump to content

ଲୋମାଞ୍ଚିବା

ଉଇକିଅଭିଧାନ‌ରୁ

ଲୋମାଞ୍ଚିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲୋମାଞ୍ଚ)

[ସମ୍ପାଦନା]

ରୋମାଞ୍ଚିତ ହେବା —To have horripilation; to have the hairs standing on ends.

(ଉ—ତନୁ ଲୋମାଞ୍ଚିଲା ସର୍ବାଙ୍ଗୁ ବହିଲା ସ୍ୱେଦନୀର ଦରଦରେ—ରାଧାନାଥ ଯଯାତି)