Jump to content

ଲୋଲୃ(ଭ)

ଉଇକିଅଭିଧାନ‌ରୁ

ଲୋଲୃ(ଭ)

ଉଚ୍ଚାରଣ

[ସମ୍ପାଦନା]
(ଲୋଲୃପା(ଭା)—ସ୍ତ୍ରୀ) 

[ଲୋଲୁପତା(ତ୍ୱ)—ବି]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲୁଭ ଧାତୁ ଯଞ୍ଜ ଲୁଗନ୍ତ=ଲୋଲୁଭ୍ ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]
୧. ଅତି ଲୋଭୀ — ୧. Very avaricious greedy.
୨. କୌଣସି ଦ୍ରବ୍ୟ ପ୍ରତି ଅଭିଳାଷୀ; ଲାଳସାନିତ୍ୱ —୨. Hankering after; longing for.
୩. ଅତି ଆସକ୍ତ —୩. Too much attached.

[ଉ—ପତିଠାରେ ମୋର ମତି ଲୋଲୁପ, ଗୋଲୋକ, ଇନ୍ଦୁରେଖା,]

[ଦ୍ରଷ୍ଟବ୍ୟ —ଲୋଲୁପ ଶବ୍ଦ ଯୋଗରେ ମାଂସଲୋଲୁପ ଧନଲୋଲୁପ, ଅର୍ଥଲୋଲୁପ, ଖାଦ୍ୟଲୋଲୁପ ଆଦି ସମାସଯୁକ୍ତ ପଦମାନ ଗଢ଼ାଯାଏ]