ଲୋଳା
ଦେଖଣା
ଲୋଳା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଲୋଳ+ଆ)
[ସମ୍ପାଦନା]"ଲୋଳ"ର ସ୍ତ୍ରୀଲିଙ୍ଗ — ୧. Feminine form of the word Loḻa.)
[ଉ—କାଦମ୍ୱିନୀ ଖେଳେ ଗଗନେ ଧୀରସମୀରଲୋଳା ରାଧାନାଥ ଚନ୍ଦ୍ରଭାଗା]
- ୨. ଉତ୍ସୁକା — ୨. Eager for; desirous of.
[ଉ—ବଲ୍ଲୀ ନିଳୟ ବିହାରଲୋଳା—କବିସୂର୍ଯ୍ୟ. ସଙ୍ଗୀତ]
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଚଞ୍ଚଳା; ଲକ୍ଷ୍ମୀ —୧. Goddess Lakshmī.
[ଦ୍ରଷ୍ଟବ୍ୟ —ଲକ୍ଷ୍ମୀ ଚଞ୍ଚଳା ଥିବାରୁ, ଅର୍ଥାତ୍ ଜଣେ ବ୍ୟକ୍ତି ପାଖରେ ଚିରକାଳ ସ୍ଥିର ହୋଇ ରହୁ ନ ଥିବାରୁ]
- ୨. ଜିହ୍ୱା; ଜିଭ — ୨. The tongue.
- ୩. ବିଦ୍ୟୁତ୍;ଚପଳା — ୩. LIghtning.
- ୪. (ନାମ) ମଧୁଦୈତ୍ୟର ମାତା ୪. Name of the mother of Demon Madhu.
- ୫. (ନାମ) ଯୋଗିନୀବିଶେଷ —୫. Name of a Joginī.
- ୬. ଏକ ବର୍ଣ୍ଣବୃତ୍ତ —୬. Name of a metre.
[ଦ୍ରଷ୍ଟବ୍ୟ — ଏଥିର ପ୍ରତ୍ୟେକକ ଚରଣରେ ଯଥାକ୍ରମେ ମଗଣ, ସଗଣ, ମଗଣ, ଭଗଣ ଓ ଶେଷରେ ଦୁଇ ଗୁରୁ ବର୍ଣ୍ଣ ଥାଏ ଏଥିରେ ସାତ ଅକ୍ଷର ବାଦ୍ ଯତି ପଡ଼େ— (ହିନ୍ଦୀ - ଶ.)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନୋଳା (ଦେଖ) - — ୧. Noḻā (see).
- ୨. ପ୍ରାଚୀନ ଅର୍ଣ୍ଣବପୋତବିଶେଷ (ଜଗବନ୍ଧୁ ପ୍ରାଚୀନ ଉତ୍କଳ) ୨. A variety of sea-going vesssels in ancient Orissa.