Jump to content

ଲୋଳାକ୍ଷ

ଉଇକିଅଭିଧାନ‌ରୁ

ଲୋଳାକ୍ଷ

ଉଚ୍ଚାରଣ

[ସମ୍ପାଦନା]
ଲୋଳାକ୍ଷା, ଲୋଳାକ୍ଷୀସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]
୧. ଯାହାର ଆଖି ଚଞ୍ଚଳ ହୋଇ ବୁଲୁଥାଏ —୧. Having rolling eyes.
୨. କାମାସକ୍ତ ବା ଖଳ— ଦୃଷ୍ଟି ବିଶିଷ୍ଟ —୨. Looking wan
tonly upon (M.W.)

ଲୋଳଦୃଷ୍ଟି, ଲୋଳଚକ୍ଷୁଃଅନ୍ୟପୁଲିଙ୍ଗ - ଓ ସ୍ତ୍ରୀ

(ଲୋଳନୟନ, ଲୋଳନେତ୍ର, ଲୋଳଲୋଚନ, ଲୋଳଲକ୍ଷଣ— ଅନ୍ୟରୂପ)