Jump to content

ଲୋଳିକା

ଉଇକିଅଭିଧାନ‌ରୁ

ଲୋଳିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲୋଳକ+ସ୍ତ୍ରୀ. ଆ)

[ସମ୍ପାଦନା]
୧. କାନର ନୋଳି — ୧. Earing.
୨. ଚୂକ୍ର; ଖଟାପାଳଙ୍ଗ ଶାଗ (ଏହାର ପତ୍ର ଜିଭର ଆକୃତିର ଥିବାରୁ) —୨. Rumex Vasicarius; Oxalis Pussilla; (a pot=herb)
୩. ଚାଙ୍ଗଡ଼ା; ଚାଙ୍ଗୁଡ଼ି —୩. A flat basket or tray of wicker work.