ଲୋଳିତ
ଦେଖଣା
ଲୋଳିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଲୋଳି ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଦୋହାଲୁଥିବା; ଦୋଳାୟମାନ —୧. Hanging; pendent; oscillating.
- ୨. ଚଞ୍ଚଳ; ଅସ୍ଥିର —୨. Fickle; wavering.
- ୩. କମ୍ପମାନ —୩. Treambling.
- ୪. ଶ୍ଳଥ —୪. Flaccid; flabby.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସଙ୍ଗୀତର ରାଗିଣୀ ବିଶେଷ —A particular musical air.