ଲୋଳିବା
[ଲୋଳାଇବା—ଣିଜନ୍ତ]
ଦୋହୋଲିବା; ଝୁଲିବା — To hang; to wave.
[ଉ—ବିବିଧ ବର୍ଣ୍ଣ ପୁଷ୍ପମାଳ, ମାନେ ଲୋଳନ୍ତି ଉର ସ୍ଥାନେ ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ]