ଲୋଶଡ଼ା
ଦେଖଣା
ଲୋଶଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୋଶଡ଼ା
|
(ଲୋଶଡ଼ୀ—ସ୍ତ୍ରୀ)
ଦେଶଜ - ବିଶେଷଣ - (ସଂସ୍କୃତ - ଲୃଳିତ ଶ୍ଳଥ)
[ସମ୍ପାଦନା]- ୧. ଯାହା ଲୋସଡ଼ି ପଡ଼ି ଥାଏ; ଶ୍ଳଥ; ଲୋତରା —୧. Flaccid; flabby.
- ୨. (ପୁଂ) ଯାହାର ଦେହର ଚର୍ମ ଶ୍ଳଥ ହୋଇଥାଏ — ୨. Flabby-skinned.
[ଦ୍ରଷ୍ଟବ୍ୟ —ଆମ୍ୱ ଆଦି ଫଳ ପାଚିଗଲେ କେତେକ ସମୟ ପରେ ନରମା ବା ଲୋଶଡ଼ା ହୋଇଯାଏ ବା ଘୋଳିଯାଏ ପାଣିଆ କାଦୁଅଅ ଲୋଶଡ଼ି ପଡ଼େ, ଅର୍ଥାତ୍ ରଖି ଦେଲେ ବୋହି ପଡ଼େ ଲୋସଡ଼ା କାଦୁଅକୁ କାନ୍ଥରେ ଛାଟିଲେ ତାହା କାନ୍ଥରେ ଲାଖି ନ ରହି ଲୋଶଡ଼ି ପଡ଼େ ଲାଉଆଦୁଧୀ ସ୍ତ୍ରୀମାନଙ୍କ ସ୍ତନ ପୂର୍ଣ୍ଣଯୌବନର ଅଳ୍ପାକାଳ ପରେ ଲୋସଡ଼ି ପଡ଼େ ମୋଟା ବା ଅତି ପୃଥୂଳ ବ୍ୟକ୍ତିଙ୍କର ପେଟର ଚମ ଲୋଶଡ଼ି ପଡ଼ିଥାଏ]