Jump to content

ଲୋଶଡ଼ି ପଡ଼ିବା

ଉଇକିଅଭିଧାନ‌ରୁ

ଲୋଶଡ଼ି ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲେଶଡ଼ିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ପାଣିଆଁ କାଦୁଅ) ବୋହି ପଡ଼ିବା — ୧. (said of watery clay) To become unstable or unsettled.
୨. (ପାଚିଲା ଆମ୍ୱ ଆଦି) ଲୋତରା ହେବା — ୨. (said of ripe mango etc) To become flaccid.
୩. (ସ୍ଥୂଳ ଦେହ ଓ କର୍ମ) ଓହୋଳି ପଡ଼ିବା; ଶ୍ଳଥ ହେବା —୩. (said of the skin of a fat person) To hang flabbily.
୪. (ବିଗତ ଯୌବନା ସ୍ତ୍ରୀମାନଙ୍କ ସ୍ତନ) ଝୁଲିବା —୪. (said of woman's breasts) To hang flabbily; to become flabby.