ଲୋଶନ୍
ପୀଡ଼ିତ ଅଙ୍ଗରେ ମାଲିସ କରିବାରେ ବା ପୀଡ଼ିତ ଅଙ୍ଗକୁ ଓଦା ରଖିବାରେ ବା ଧୋଇବାରେ ବ୍ୟବହୃତ ଔଷଧ ଗୋଳା ହୋଇଥିବା ଡାକ୍ତରୀ ଦ୍ରବ — Lotion.