Jump to content

ଲୋଷ୍ଟକ କୃଶ

ଉଇକିଅଭିଧାନ‌ରୁ

ଲୋଷ୍ଟକ କୃଶ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ -

(ବହୁବ୍ରୀହି, ଯହିଁର ଲୋଷ୍ଟକମାନ ଲୁଣି ମାରିଯିବା ବା ଜୀର୍ଣ୍ଣହେବା ହେତୁ କୃଶ ହୋଇଅଛି)ଇଷ୍ଟକାଦିଖଣ୍ଡପରି କ୍ଷୀଣ (ଗୃହ ବା କାନ୍ଥ) (ମୃଚ୍ଛକଟିକ) —Emaciated as regards the bricks an other materials (said of a house or wall containing bricks etc) Which have become pulverise.