ଲୋଷ୍ଟ୍ରବତ୍
ଲୋଷ୍ଟ୍ରଖଣ୍ଡ ପରି ହେୟ, ମୂଲ୍ୟହୀନ ବା ଅନାଦରଣୀୟ —Valuless like a clod of earth.
(ଯଥା—ପରଦବ୍ୟକୁ ଲୋଷ୍ଟ୍ରବତ୍ ଜ୍ଞୀନ କରିବ)