Jump to content

ଲୋହଳ

ଉଇକିଅଭିଧାନ‌ରୁ

ଲୋହଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲୋହ+ଲା ଧାତୁ=ପାଇବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଲୋହକାର; କମାର —୧. Ironsmith.
୨. ଶୃଙ୍ଖଳର ପ୍ରଧାନ ମୂଦିଆ —୨. The principal link in a chain.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଖନା —୧. Lisping.
୨. ଅଷ୍ଫୁଟବାକ୍; ଅବ୍ୟକ୍ତଭାଷୀ; ଦରୋଟି କଥା କହୁଥିବା — ୨. Speaking inarticulately.
୩. ଲୌହନିର୍ମିତ — ୩. Made of iron (M.W.)