Jump to content

ଲୋହାଭିହାର

ଉଇକିଅଭିଧାନ‌ରୁ

ଲୋହାଭିହାର

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଲୋହ=ଅସ୍ତ୍ରଶସ୍ତ୍ର+ଅଭିସାର; ଅଭିହାର

୧. ଅସ୍ତ୍ର ଶସ୍ତ୍ରାଦିକୁ ମାଜିବା — ୧. Cleaning of weapons and instruments.
୨. ଯୁଦ୍ଧଯାତ୍ରୀ ପୂର୍ବରୁ ରାଜାମାନଙ୍କଦ୍ୱାରା ଅସ୍ତ୍ରଶସ୍ତ୍ରର ନିରାଜନା ବିଧି —୨. Lustration of arms.