ଲୋହାର
===ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ଢୁଳ. ହିନ୍ଦୀ - ଲୋହାର) (ସଂ ଲୋହାକାର)
କୁମାର —Ironsmith.
ଯେଉଁ ଲୋକ ଖନିଜ ଲୁହାକୁ ତରଳାଇ ଖଣ୍ଡ ଖଣ୍ଡ କରନ୍ତି —One who smelts iron ore and produces iron bars.