ଲୋହି
ଦେଖଣା
ଲୋହି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି— ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ଟାଙ୍ଗଣା —A kind of borax (M.W.)
- ୧. (ସଂସ୍କୃତ - ଲୋମୀୟ) ପଶମ ନିର୍ମିତ ମୋଟ ଶୀତବସ୍ତ୍ର —୧. Thick woolen wrapper.
- ୨. (ସଂସ୍କୃତ - ଲୋପ୍ତୀ) ଦଳା ହୋଇଥିବା ଅଟାରୁ ନିଆଯିବା ଗୋଟିଏ ରୁଟି ପାଇଁ ଯଥେଷ୍ଟ ପରିମିତ ଗୁଳା —୨. A ball of kneaded flour sufficient for one roll of bread.