ଲୋହିଆ
ଦେଖଣା
ଲୋହିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲୋହିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୋହିତ)
[ସମ୍ପାଦନା]ଧାନ ଗଛ ଆଦିର ଏକପ୍ରକାର ରୋଗ A sort of paddy-pest (consisting of red insects attacking the stalks)
[ଦ୍ରଷ୍ଟବ୍ୟ —ଗଛରେ ଏକପ୍ରକାର ନାଲି କୀଟ ବସି ଗଛକୁ ନଷ୍ଟ କରନ୍ତି]ବିଶେଷଣ - (ସଂସ୍କୃତ - ଲୋହିତାତାଭ ଈଷତ୍ ରକ୍ତବର୍ଣ୍ଣବିଶିଷ୍ଟ —Reddish.