ଲୋହିତକ
ଦେଖଣା
ଲୋହିତକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଲୋହିତ+ସଂଜ୍ଞାର୍ଥେ କ)
[ସମ୍ପାଦନା]- ୧. ଶୋଣାରତ୍ନ; ପଦ୍ନରାଗମଣି —୧. Ruby.
- ୨. ମଙ୍ଗଳଗ୍ରହ — ୨. The planet Mars.
- ୩. ପିତ୍ତଳ — ୩. Brass.
- ୪. (ବୈଦ୍ୟକ) ଏକପ୍ରକାର ଶାଳି ଧାନ; ନାଲିଟୁକୁରି ଧାନ —୪. A kind of red winter paddy.
- ୫. ତମ୍ୱା —୫. Copper.
- ୬. କଂସା — ୬. Bell metal.
- ୭. ପଞ୍ଜାବର ଆଧୁନିକ ରୋହତକ ନଗରର ପ୍ରାଚୀନ ନାମ (ହିନ୍ଦୀ - ଶ.) —୭. Ancient name of the modern Rohtakk town in the Panjab.