Jump to content

ଲୋହିତାକ୍ଷ

ଉଇକିଅଭିଧାନ‌ରୁ

ଲୋହିତାକ୍ଷ

ଉଚ୍ଚାରଣ

[ସମ୍ପାଦନା]
(ଲୋହିତାକ୍ଷୀ—ସ୍ତ୍ରୀ ବିଣ) 

ସଂସ୍କୃତ - ବି—(କର୍ମଧା ଲୋହିତ +ଅକ୍ଷି)

[ସମ୍ପାଦନା]
୧. ନାଲି ଆଖି — ୧. Red eyes.
୨. ବିଷ୍ଣୁ —୨. Bishṇu.
୩. କୋକିଳ — Cuckoo.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ରକ୍ତବର୍ଣ୍ଣ ଚକ୍ଷୁବିଶିଷ୍ଟ ===