ଲୋହିତାଙ୍ଗ
ଦେଖଣା
ଲୋହିତାଙ୍ଗ
ଉଚ୍ଚାରଣ
[ସମ୍ପାଦନା](ଲୋହିତାଗୀ—ସ୍ତ୍ରୀ ବିଣ)
ସଂସ୍କୃତ - ବିଶେଷ୍ୟ - (କର୍ମଧା, ଲୋହିତ+ଅଙ୍ଗ)
[ସମ୍ପାଦନା]ରକ୍ତବର୍ଣ୍ଣ ଦେହ — Red coloured body.
ବିଶେଷଣ - ପୁଂ.ବହୁବ୍ରିହି
[ସମ୍ପାଦନା]ରକ୍ତବର୍ଣ୍ଣ ଦେହ ବିଶିଷ୍ଟ(ଯଥା ଆମେରିକାର ଆଦିମ ଅଧିବାସୀମାନେ) — Having red or copper coloured body.
=== ସଂସ୍କୃତ - ବିଶେଷ୍ୟ -
ଅଙ୍ଗାରକ ଗ୍ରହ; ମକ୍ତମ ଗ୍ରହ — The planet Mars.
[ଦ୍ରଷ୍ଟବ୍ୟ —ଏହା ପୃଥୀବୀର ରକ୍ତାଭ ଦେଖାଯାଏ]