Jump to content

ଲୋହିତାୟମାନ

ଉଇକିଅଭିଧାନ‌ରୁ

ଲୋହିତାୟମାନ

ଉଚ୍ଚାରଣ

[ସମ୍ପାଦନା]
(ଲୋହିତାୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଲୋହିତ ଶବ୍ଦରୁ ଲୋହିତାୟ ନାମ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ରକ୍ତାୟମାନ; ଯାହା ରକ୍ତବର୍ଣ୍ଣ ଧାରଣ କରୁଥାଏ; ଯାହା କ୍ରମଶଃ ନାଲିଆ ହେଉଥାଏ —Assuming red colour reddening.