Jump to content

ଲୋହିତ୍ୟ

ଉଇକିଅଭିଧାନ‌ରୁ

ଲୋହିତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବାଲ୍ମୀକି ରାମାୟଣରେ କପାବତୀ ନଦୀର କୂଳରେ ଅବସ୍ଥିତ ନଗର ବିଶେଷ (ହିନ୍ଦୀ - ଶ.) — ୧. Name of an ancient town.
୨. ବ୍ରହ୍ମ— ପୁତ୍ର ନଦ (ହିନ୍ଦୀ - ଶ) —୨. The river Brahmaputra.
୩. ପୌରାଣିକ ସମୁଦ୍ର ବିଶେଷ (ହିନ୍ଦୀ - ଶ.) — ୩. Name of a mythological sea (See)

[ଦ୍ରଷ୍ଟବ୍ୟ —ଏହା କୃଶ ଦ୍ୱୀପ ନିକଟରେ ଅବସ୍ଥିତ]