ଲୋହିତ ସମୁଦ୍ର
ଦେଖଣା
ଲୋହିତ ସମୁଦ୍ର
ଉଚ୍ଚାରଣ
[ସମ୍ପାଦନା](ଲୋହିତସାଗର—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ନାମ
[ସମ୍ପାଦନା]ଆରବର ଶଶ୍ଚିମରେ ଓ ମିଶରଦେଶର ପୂର୍ବରେ ଥିବା ଲମ୍ୱ ଓ ସରୁଆ ସମୁଦ୍ର Red sea (between Asia and Africa) (Latitude ୨୪. N nad longi tude ୩୯. E)
[ଦ୍ରଷ୍ଟବ୍ୟ —ଏହା ଭାରତ ମହାସାଗର ଅଂଶ ପୂର୍ବେ ଏହା ଭୂମଧ୍ୟସାଗରଠାରୁ ପୃଥକ୍ ଥିଲା ସୁଏଜ ନାଳ ଖୋଳାହେବାଦ୍ୱାରା ଏହା ଭୂମଧ୍ୟ ସାଗର ସଙ୍ଗେ ସଂଯୁକ୍ତ ହେଲା ଓ ଏହି ବାଟେ ଭାରତ ମହାସାଗରରୁ ଭୂମଧ୍ୟସାଗରକୁ ଜାହାସମାନ ଯିବା ଆସିବା କରୁଅଛି ଏହା ଦକ୍ଷିଣରେ ବାବଲମାଣ୍ଡବପ୍ରଣାଳୀଠାରୁ ଉତ୍ତରରେ ସୁଏଜ ନାଳ ପର୍ଯ୍ୟନ୍ତ ଲମ୍ୱିଅଛି ଏହା ପ୍ରାୟ ୧୪: ମାଇଲ ଲମ୍ୱା ଏ ଏହାର ପ୍ରଶସ୍ତତମ ଅଂଶର ବିସ୍ତୃତି ୨୩: ମାଇଲ ଏହାର ଗର୍ଭରେ ଅନେକ ସାନ ଟାପୁ ଓ
ପ୍ରବାଳ ଦ୍ୱୀପ ଥିବାରୁ ଏ ବାଟେ ବାଟ ଠଉରାଇ ଜାହାଜ ନେବା ଆଣିବା ବିଶେଷ କଷ୍ଟସାଧ୍ୟ ଅଟେ ଏହାର ପାଣିରେ ଥିବା ଏକପ୍ରକାର କ୍ଷୁଦ୍ର କୀଟାଣୁଙ୍କ ଯୋଗୁଁ ଏହାର ଜଳ ଈଷତ୍ ରକ୍ତାଭ ଦେଖାଯାଏ ଏଥିପାଇଁ ଏହାର ଏହି ନାମ ହୋଇଅଛି]