Jump to content

ଲୋ(ଦୀ)

ଉଇକିଅଭିଧାନ‌ରୁ

ଲୋ(ଦୀ)

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀନ ଭାରତବର୍ଷର ଏ ମୁସଲମାନ୍ ରାଜବଂଶର ନାମ —Name of a Mahomedan dynasty of kings of ancient India.

[ଦ୍ରଷ୍ଟବ୍ୟ —ଏ ରାଜବଂଶର ପ୍ରତିଷ୍ଠାତା ବହ୍ଲୁଲ୍ ଲୋଦୀ ଖ୍ରୀ ୧୪୫:ରୁ ୧୪୮୮: ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ସୈୟଦ୍ ରାଜବଂଶର ଶେଷ ସମ୍ରାଟ ଆଲାଉଦ୍ଦିନ୍ ଏହାଙ୍କୁ ନିଜର ରାଜ୍ୟାଧିକାର ଅପଣ କଲେ ଏ ପୂର୍ବେ ସର୍ହିନ୍ଦ୍ ପ୍ରଦେଶର ଶାସନକର୍ତ୍ତା ଥିଲେ ଏହାଙ୍କ ପୁତ୍ର ନିଜାମ୍ ସେକନ୍ଦର୍ସାହା ନାମ ଧାରଣ କରି ଏହାଙ୍କ ପରେ ୧୪୮୮: ଠାରୁ ୧୫୧୭: ପର୍ଯ୍ୟନ୍ତ ରାଜା ହେଲେ ଏ ବଙ୍ଗର ରାଜାମାନଙ୍କଠାରୁ ବିହାର ଜୟ କଲେ ଓ ଦିଲ୍ଲୀଠାରୁ ଆଗ୍ରାକୁ ରାଜଧାନୀ ଉଠାଇ ନେଲେ ଏ ହିନ୍ଦୁ ବିଦ୍ୱେଷୀ ଥିଲେ ଏହାଙ୍କ ପରେ ଏହାଙ୍କ ପୁତ୍ର ଇବ୍ରାହିମ୍ଲୋଦୀ ରାଜା ହେଲେ ଏହାଙ୍କ ଗର୍ବ ଓ ନିଷ୍ଠୁରତା ଯୋଗୁଁ ଚିତୋରର ରାଣା ସଂଗ୍ରାମସିଂହ ଓ ପଞ୍ଜାବର ଶାସନକର୍ତ୍ତା ଦୌଲତଖାଁ ଲୋଦୀ ବିଦ୍ରୋହୀ ହେଲେ ଓ ଦୌଲତ୍ଖାଁ ନିମନ୍ତ୍ରଣ ଅନୁସାରେ କାବୁଲର ସୁଲତାନ ବାବର ଭାରତ ଆକ୍ରମଣ କଲେ ଓ ୧୫୨୬:ରେ ପ୍ରଥମ ପାଣିପଥ ଯୁଦ୍ଧରେ ଇବ୍ରାହିମ୍ ଲୋଦୀଙ୍କୁ ପରାସ୍ତ କରି ଭାରତରେ ମୋଗଲ ସାମ୍ରାଜ୍ୟ ସ୍ଥାପନ କଲେ ଏହି ଲୋଦୀ ବଂଶୀୟ ରାଜାମାନଙ୍କ ଅମଳରେ ଚୈତନ୍ୟ ଦେବ (୧୪୮୬— ୧୫୨୭):ଙ୍କ ଆର୍ବିଭାବ ହୋଇଥିଲା ପ୍ରୋଥେରୋ ସାହେବଙ୍କ ସ୍କୁଲପାଠ୍ୟ ଇଂରାଜି ଭାରତ ଇତିହାସ]