Jump to content

ଲୋ କଷ୍ଟ୍ ସ୍କୁଲ

ଉଇକିଅଭିଧାନ‌ରୁ

ଲୋ କଷ୍ଟ୍ ସ୍କୁଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଲୋ କାଷ୍ଟ୍ ବିଦ୍ୟାଳୟ ଲୋ କାଷ୍ଟ୍ ଇସ୍କୁଲ ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଅନ୍ତ୍ୟଜ ଜାତୀୟ ବାଳକମାନେଙ୍କ ପଢ଼ିବା ପାଇଁ ସରକାରଙ୍କ ସ୍ଥାପିତ ବା ସାହାଯ୍ୟପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ — (Primary) Low caste school established or aidcd by the Goverment or District Board etc for imparting elementary education to the depressed class boys amongst the Hindus.