ଲୋ କାଷ୍ଟ୍
ଦେଖଣା
ଲୋ କାଷ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ହିନ୍ଦୁ ସମାଜର ଅନ୍ତ୍ୟଜ ଶ୍ରେଣୀ; ଛୋଟ ଜାଳି;ହିନ୍ଦୁମାନଙ୍କ ମଧ୍ୟରେ ନାଚ ଶ୍ରେଣୀ ବା ନୀଚ ଜାତି; ଅସ୍ପୃଶ୍ୟ ଜାତିମାନ(ଯଥା—ବାଉରୀ, କଣ୍ଡରା,
ଘାସୀ,ଡମ,ପାଣ,ହାଡ଼ି ଇତ୍ୟାଦି) —The depressed classes and the untouthable castes; the low castes amongest the Hindus.