Jump to content

ଲୌକାୟତିକ

ଉଇକିଅଭିଧାନ‌ରୁ

ଲୌକାୟତିକ

ଉଚ୍ଚାରଣ

[ସମ୍ପାଦନା]
(ଲୋକାୟତିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲୋକାୟତ+ଇକ)

[ସମ୍ପାଦନା]
୧. ଚାର୍ବାକ ମତାବଲମ୍ୱୀ —୧. Holding the tenets of sage Chārbāka; Epicurean.
୨. ନାସ୍ତିକ — ୨. Atheistic.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ନାସ୍ତିକ ବ୍ୟକ୍ତି —An atheist; an infidel.