ଲୌକିକ
ଦେଖଣା
ଲୌକିକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଲୋକ+ସମ୍ୱନ୍ଧାର୍ଥେ. ଇକ)
[ସମ୍ପାଦନା]- ୧. ଜନ— ସାଧାରଣଙ୍କ ସମ୍ୱନ୍ଧୀୟ —୧. Popular.
- ୨. ସାଂସାରିକ —୨. Wordly.
- ୩. ସାମାଜିକ —
୩. Social.
- ୪. ଜନ ସମାଜରେ ପ୍ରଚଳିତ; ଲୋକ— ବ୍ୟବହାରରେ ସିଦ୍ଧ —୪. Customary; commonly practised.
- ୫. ସାଧାରଣ ଲୋକଙ୍କ ବ୍ୟବହୃତ —୫. Used by the common people.
- ୬. ପ୍ରାକୃତ; ଜନ ସାଧାରଣଙ୍କ କଥ୍ୟ (ଭାଷା) —୬. Spoken; (language); used by the common people.
- ୭. ଯାହା ଲୋକେ ଦେଖିବାକୁ କରାଯାଏ; ବାହ୍ୟ (ଆନ୍ତିରିକର ବିପରୀତ —୭. Done for show; done for the sake of outward appearance.
- ୮. ଅସଂସ୍କୃତ —୮. Unrefined.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସାତ ମାତ୍ରାର ଛନ୍ଦୋବିଶେଷ (ହିନ୍ଦୀ - ଶ.) —Name of a Sanscrit metre.
[ଦ୍ରଷ୍ଟବ୍ୟ —ଏହା ୨୧: ପ୍ରକାର— (ହିନ୍ଦୀ - ଶ)]