ଲୌକିକତା
ଦେଖଣା
ଲୌକିକତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦେଶାଚାର; ଦେଶ ବା ସମାଜ ପ୍ରଚଳିତ ବ୍ୟବହାର —୧. Usage common or peculiar to acountry or society.
- ୨. ଲୋକ ବ୍ୟବାହାର —୨. Popular usage.
- ୩. ସାମାଜିକ ରୀତିନୀତି —୩. Social usages.
- ୪. ମର୍ଯ୍ୟାଦା; ବେଭାର; ଜନ ସାମାଜରେ ଚଳୁଥିବା ଭାର ବେଭାର ଆଦି —୪. Customary gifts and presents current in society; social amenities and exchanges.
[ଦ୍ରଷ୍ଟବ୍ୟ —ବିବାହ ଓ ବ୍ରତ ଆଦି ପାରିବାରିକ ଉତ୍ସବରେ ବନ୍ଧୁବାନ୍ଧମାନଙ୍କୁ ନିମନ୍ତ୍ରଣ କରିବା ଓ ବନ୍ଧୁ ବାନ୍ଧବମାନଙ୍କ ମଧ୍ୟରେ 'ବେଭାର' ଦିଆ ନିଆଁକୁ 'ଲୌକିକତ' ବୋଲାଯାଏ]
- ୨. ସାଂସାରିକତା — ୨. Wordliness.