ଲୌକିକ ସଂସ୍କୃତ
ଦେଖଣା
ଲୌକିକ ସଂସ୍କୃତ
ଉଚ୍ଚାରଣ
[ସମ୍ପାଦନା](ବୈଦିକ ସଂସ୍କୃତ—ବିପରୀତ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଲୋକସମାଜରେ ପ୍ରଚଳିତ ସଂସ୍କୃତ ଭାଷା — The Sanskrit language in ordinary use (as opposed to vedic Sanskrit).
[ଦ୍ରଷ୍ଟବ୍ୟ —ବୈଦିକ ସଂସ୍କୃତ ବା ବୈଦିକ ଯୁଗରେ ଚଳୁଥିବା ସଂସ୍କୃତ ଭାଷାର ବ୍ୟାକରଣ ଓ ସୂତ୍ରମାନ ଲୌକିକ ସଂସ୍କୃତ ବା ପରବର୍ତ୍ତୀ ଯୁଗର ସାହିତ୍ୟରେ ବ୍ୟବହୃତ ସଂସ୍କୃତ ଭାଷାଠାରୁ ପୃଥ୍ ଅଟେ]