Jump to content

ଲୌତେୟ

ଉଇକିଅଭିଧାନ‌ରୁ

ଲୌତେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲୁତା+ଏୟ)

[ସମ୍ପାଦନା]

ଲୂତାବର୍ଗ; ଭିନ୍ନ ଭିନ୍ନ ପ୍ରକାରର ମାକଡ଼ସୀ ଶ୍ରେଣୀର ଜୀବଗଣ —The arachnida; the class of insects consisting of different species of spiders.