Jump to content

ଲୌଲ୍ୟ

ଉଇକିଅଭିଧାନ‌ରୁ

ଲୌଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲୋକ+ ଭାବ. ଯ)

[ସମ୍ପାଦନା]
୧. ଚାଞ୍ଚଲ୍ୟ; ଚାପଲ୍ୟ — ୧. Fickleness; unsteradiness.
୨. ଲୋଭ; ପ୍ରବଳ ବାସନା —୨. Appetite; lust.
୩. ଲହକାପଣ —୩. Waving; wavering quality.
୪. ଦୀନତା; ପ୍ରଭୃଙ୍କ ନିକଟରେ ପ୍ରାଥୟିତାର ପ୍ରକାଶ କରିବା— ଦୈନ୍ୟଭାବ —୪. Humility.