ଲୌହ
ଦେଖଣା
ଲୌହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଲୋହ+ଅ)
[ସମ୍ପାଦନା]- ୧. ଲୁହା —୧. Iron.
- ୨. ଶସ୍ତ୍ରାସ୍ତ୍ର (ହିନ୍ଦୀ - ଶ.) —୨. Weapons.
[ଦ୍ରଷ୍ଟବ୍ୟ —ଲୋହ ଶବ୍ଦ ବିଶିଷ୍ଟ ଶବ୍ଦମାନ ଲୌହ ଶବ୍ଦ ବିଶିଷ୍ଟ ହୋଇ ମଧ୍ୟ ବ୍ୟବହୃତ ହୁଏ]
ବିଶେଷଣ -
[ସମ୍ପାଦନା]- ୧. ଲୁହାରେ ତିଆରି; ଲୌହ ନିର୍ମିତ —୧. Made of Iron.
- ୨. ଲୁହା ପରି ଟାଣୁଆ —୨. Hard as iron.
- ୩. ଧାତୁମୟ; ଧାତକ —୩. Metallic (Apte).
- ୪. ତମ୍ୱାଳିଆ; ନାଲିଆ —୪. Copper coloured; red (Apte).