Jump to content

ଲୌହିତ୍ୟ

ଉଇକିଅଭିଧାନ‌ରୁ

ଲୌହିତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲୋହିତ+ଯ)

[ସମ୍ପାଦନା]
୧. ରକ୍ତବର୍ଣ୍ଣତା —୧. Redness.
୨. ରକ୍ତବର୍ଣ୍ଣ —୨. Red colour.
୩. ବ୍ରହ୍ମପୁତ୍ର ନଦ —୩. The river Brahmaputra.
୪. ରକ୍ତସମୁଦ୍ର; ଯେଉଁଠାରେ ରକ୍ତନଦୀ ବୋହୁଥାଏ — ୪. A sea of blood; a place where blood flows like the sea.
୫. ନାଲି ଚାଉଳ ବିଶିଷ୍ଟ ଏକ ପ୍ରକାର ଧାନ (ହିନ୍ଦୀ - ଶ) —୫. A kind of paddy with red rice.
୬. ପର୍ବତ ବିଶେଷ (ହିନ୍ଦୀ - ଶ.) — ୬. Name of a mountain.