Jump to content

ଲୌହିତ୍ୟା

ଉଇକିଅଭିଧାନ‌ରୁ

ଲୌହିତ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଲୌହିତ୍ୟ+ ଆ)

[ସମ୍ପାଦନା]

ଆସାମର କାମରୂପ ଦେଶର ଉତ୍ତର ଦିଗରେ ଥିବା ନଦୀ ବିଶେଷ —Name of a river in the Kāmarūpa country of Assam.

[ଦ୍ରଷ୍ଟବ୍ୟ —ଲୋହିତ୍ୟ ତରଙ୍ଗେ ଧୌତ ପ୍ରାଗ ଜ୍ୟୋତିଷପୁରୀ ରାଧାନାଥ. ମହାଯାତ୍ରା]